oom

ନାଗରିକ କମିଟି ତରଫରୁ ଶୋକ ପ୍ରକାଶ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟିର ସ୍ୱାସ୍ଥ୍ୟ ବିଭାଗ ସବ୍‌ କମିଟିର ଚେୟାରମେନ ଡ. ପରମେଶ୍ୱର ରଥଙ୍କର ଭୁବନେଶ୍ୱର ଠାରେ ଏକ ଘରୋଇ ହସପିଟାଲରେ କରୋନା ରୋଗରେ ପୀଡିତ ହୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଣୁ ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାର, ବିଷ୍ଣୁ ପ୍ରସାଦ କେଡିଆ, ନିତ୍ୟାନନ୍ଦ ମିଶ୍ର, ମନୋରଂଜନ ପୁରୋହିତ, ଗୋପଭୂଷଣ ନାଥ, ନରେଶ କୁମାର ଦାଶ, ବୃନ୍ଦାବନ ବରାଳ, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାୟକ, ଧର୍ମବ୍ରତ ରଥ, ଛବିଲାଲ ବେହେରା ଏବଂ ପୂର୍ବତନ ସଭାପତି ଶଙ୍କର ପ୍ରସାଦ ହୋତା ତଥା ନୀଳମଣୀ ମିଶ୍ର ଏବଂ ଡ. ଲକ୍ଷ୍ମୀକାନ୍ତ ମହାପାତ୍ର ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରର୍ଥନା କରିଥିଲେ ।

jittmm
Leave A Reply

Your email address will not be published.