Daily Archives

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ରଙ୍କ
Read More...

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଆସନ୍ତା ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ସ ପୋଲିଓ ବୁନ୍ଦା ସେବନ କାର୍ଯ୍ୟକ୍ରମର ସଫଳ
Read More...

ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ବଲାଙ୍ଗିର ଠାରେ ଏକ ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କବି
Read More...

ବାଙ୍କୀପାଲି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ଅନ୍ତର୍ଗତ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁନିଲ ସେଠଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସହ ଦ୍ୱାବିଂଶ ତମ ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଏବଂ ସାହିତ୍ୟିକ ଥିଲେ । ତାଙ୍କର ମହାନ ତ୍ୟାଗ ଓ ସେବା ପାଇଁ ତାଙ୍କୁ "ଉତ୍କଳମଣି" (ଓଡ଼ିଶାର ମଣି) ଉପାଧିରେ ଭୂଷିତ କରାଯାଇଥିଲା । ସେ ନିଜର
Read More...

ସର୍ବନିମ୍ନ ସହାୟକ ମୂଲ୍ୟ : ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

• ମଜବୁତ କ୍ରୟ, ବ୍ୟାପକ କୃଷକ ସାମିଲ, ଡିଜିଟାଲ୍ ସଂସ୍କାର ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭରଶୀଳତାର ଉନ୍ନତି• ରବି ବିପଣନ ଋତୁ (ଆରଏମଏସ) ୨୦୨୬-୨୭ ପାଇଁ ଏମଏସପି ମଞ୍ଜୁର; କ୍ରୟ ଆକଳନ ୨୯୭ ଲକ୍ଷ ମେଟ୍ରିକ ଟନ୍, ଏବଂ ଚାଷୀମାନେ ଏମଏସପି ହାରରେ ପ୍ରାୟ ୮୪,୨୬୩ କୋଟି ଟଙ୍କା ପାଇବେ• ଆରଏମଏସ
Read More...

ସୁଶ୍ରୀ ଆଇ.ଟି.ସି.ର ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ଠାରେ ଅବସ୍ଥିତ ସୁଶ୍ରୀ ଆଇ.ଟି.ସି.ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇଂ. ସନ୍ତୋଷ କୁମାର ହୋତା, ଅବସର ପ୍ରାପ୍ତ ଅଧ୍ୟକ୍ଷ, ସରକାରୀ ଆଇ.ଟି.ଆଇ, ଖରିଆର ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ
Read More...

ଖଣ୍ଡପଡ଼ା ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭସାଣି ଉତ୍ସବ ସମ୍ପନ୍ନ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ୬ଟି ପୂଜାମଣ୍ଡପ ସମେତ ଆଖପାଖ ଅଞ୍ଚଳର ପୂଜାମଣ୍ଡପରେ ମା'ଲକ୍ଷ୍ମୀଙ୍କ ମୃଣ୍ମୟୀମୂର୍ତ୍ତି ଗତ ସୋମବାର ସନ୍ଧ୍ୟାଯରଯୁ ପୂଜା ପାଇଁ ଆସୁଥିବା ବେଳେ ପ୍ରତିକୂଳ ପାଗ ସତ୍ୱେ ପୂଜାମଣ୍ଡପ ଗୁଡିକରେ ମା'ଙ୍କ ଆରାଧନା ଓ ପୂଜାପାଠ
Read More...

ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ): ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଠାରୁ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର 'ଜନ ସମ୍ପର୍କ ପଦଯାତ୍ରା' ଆରମ୍ଭ ହୋଇଛି । ଭବାନୀପାଟଣା ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ ଠାରୁ ଏକ ଶୋଭାଯାତ୍ରାରେ ବିଜେଡି କର୍ମୀ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ
Read More...

‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ ଗଣତାନ୍ତ୍ରିକ ଭାବନାକୁ ଏହାର ଶାସନର ଏକ ଦୃଢ଼ ସ୍ତମ୍ଭ କରିଛି : ପ୍ରଧାନମନ୍ତ୍ରୀଗତ ଦଶନ୍ଧିରେ, ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗଣତାନ୍ତ୍ରିକୀକରଣ ହାସଲ କରିଛି, ଆଜିର ଭାରତ ବିଶ୍ୱର ସବୁଠାରୁ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ସମାଜ ମଧ୍ୟରେ ଅନ୍ୟତମ : ପ୍ରଧାନମନ୍ତ୍ରୀଆମେ ଡିଜିଟାଲ
Read More...