Daily Archives

ବଲାଙ୍ଗିର ସୋନପୁର ଜାତୀୟ ରାଜପଥରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ମଲମୁଣ୍ଡା ନିକଟରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ ବୋଲି ଏକ ବଡ଼ ଖବର ମିଳିଛି । ଆଜି ବିଳମ୍ବିତ ରାତ୍ରୀରେ ଏକ ଟ୍ରକ୍‌ (ଓଡ଼ି୧୬ଇ ୯୧୯୨) ଏକ ପିକ୍‌ଅପ୍‌ (ଓଡ଼ି୨୪୫୮୭୬)ଗାଡ଼ିକୁ ଧକ୍କା ଦେଇଥିଲା ।
Read More...

ବଲାଙ୍ଗିର ପୋଲିସର ବଡ଼ ଖୁଲାସା : ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ ଖୁଲାସା । ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋଦ୍‌ ଆଇଜି
Read More...

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪

ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲପ୍ରତି ଗାଁରେ ଗୋଟେ ଲେଖାଏଁ Response Teamଗଠନ କରାଯିବଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ
Read More...

ଭୁବନେଶ୍ୱରରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ : ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ- ମୁଖ୍ୟମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କ ଯୋଗୁ ସାରା ବିଶ୍ୱରେ ‘ଯୋଗ’ର ଲୋକପ୍ରିୟତା ବଢିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :
Read More...

ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : ଶାସ୍ତ୍ରୀ ନଗରରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଇତିହାସରେ ଏକ ଐତିହାସିକ ଦିନ, ଦେଶର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂଆଁ ଯୋଜନା ମାନଙ୍କ ଘୋଷଣା କରିଛନ୍ତି । ଏହା ମଧ୍ୟରେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡର ପ୍ରାରମ୍ଭ, ୭୦ ବର୍ଷର ବୟୋଜ୍ୟେଷ୍ଠଙ୍କ ପାଇଁ ମାଗଣା ଚିକିତ୍ସାରେ ୫
Read More...

କୋରାପୁଟ ମହାବିଦ୍ୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଂପାନ୍ନ

ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ କୋରାପୁଟ, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସରକାରୀ ମହାବିଦ୍ୟାଳୟ କୋରାପୁଟର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ ଶୀର୍ଷକ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ଏହାକୁ
Read More...

ଡବ୍ଲୁଏଏଫ୍‌ଏକ୍ସ ୱେଭ୍ସ ଭିଏଫ୍‌ଏକ୍ସ ଚାଲେଞ୍ଜର ଶୁଭାରମ୍ଭ କଲା ଏବିଏଆଇ

ପ୍ରଧାନମନ୍ତ୍ରୀଙ୍କ କ୍ରିଏଟ୍ ଇନ୍ ଇଣ୍ଡିଆ ସଂକଳ୍ପକୁ ସାକାର କରିବ ଏହି ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ବେଙ୍ଗାଲୁରୁ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ (ଭାରତରେ ନିର୍ମାଣ) ସଂକଳ୍ପକୁ ସାକାର କରିବା ଲାଗି ଦେଶର ଅଗ୍ରଣୀ ଏଭିଜିସି (ଏନିମେସନ,
Read More...

୧୨,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍‌ଘାଟନ…

ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବୃଦ୍ଧି ଆମର ପ୍ରାଥମିକତା, ଆଜି ଶୁଭାରମ୍ଭ ହୋଇଥିବା ଏହି କ୍ଷେତ୍ର ସହ ଜଡ଼ିତ ପଦକ୍ଷେପ ନାଗରିକମାନଙ୍କୁ ଉନ୍ନତମାନର ଏବଂ ସୁଲଭ ସୁବିଧା ଉପଲବ୍ଧ କରାଇବ: ପ୍ରଧାନମନ୍ତ୍ରୀଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ ଆଜି ୧୫୦ରୁ ଅଧିକ ଦେଶରେ ଆୟୁର୍ବେଦ ଦିବସ
Read More...

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଟାଉନ ବାଳିକା ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କସ୍ତୁରୀ ରଥ ଓ କପିଳେଶ୍ୱର ଖମାରୀ ବିଚାରକ ଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ବିଧୂଭୂଷଣ
Read More...